#କୋଟିଆବାସୀଙ୍କ_ମୁଡ୍_କଣ ? କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ବିଗୁଲ୍ ଫୁଙ୍କିବା ପରେ, ଚେଇଁ ଉଠିଛି ଓଡ଼ିଶା । ରାଜ୍ୟ ସରକାର ପୁଣି ସୁପ୍ରିମକୋର୍ଟକୁ ବଲ୍ ଫିଙ୍ଗିଥିବା ବେଳେ, କୋଟିଆରେ ଡେରା ପକାଇଛନ୍ତି ସ୍ଥାନୀୟ ଅଧିକାରୀ । ସ୍ଥାନୀୟ ନେତା ବି ଆନ୍ଧ୍ରକୁ ବିରୋଧ କରିବା ପାଇଁ ଅଣ୍ଟା ଭିଡ଼ିଲେଣି । ଏଭଳି ସ୍ଥିତିରେ...